ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା : ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କଟକ: ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂହ। ଏହାଛଡ଼ା ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଡାକି ବୈଠକ କରିଛନ୍ତି କଟକ ମେୟର। କଟକ ସହରରେ ସବୁ ନିର୍ମାଣାଧୀନ ସ୍ଥାନରେ ସୂଚନା ଫଳକ ବ୍ୟାରିକେଡ଼ ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନାଯୋଗ୍ୟ, କଟକ କେଶରପୁରରେ ବକ୍ସ ଡ୍ରେନ କାମ ଚାଲିଥିବା ସ୍ଥାନରେ ଦୁର୍ଘଟଣା ଘଟି … Continue reading ନାଳରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା : ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା